ମହାନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ

କଟକ: କଟକ ଯୋବ୍ରା ବ୍ୟାରେଜ ଉପରୁ ମହାନଦୀକୁ ଡେଇଁଲେ ଯୁବକ। ଯୁବକ ଜଣକଙ୍କ ପରିଚୟ ମିଳି ପାରିନଥିବା ବେଳେ ସେ ବ୍ୟାରେଜ ଉପରୁ ଡେଇଁ ପଡ଼ିଥିବା ନେଇ ଖବର ମିଳିଥିଲା। ଏହାପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।