ମହାନଦୀରେ ବୁଡି ଦୁଇ ନାବାଳକ ନିଖୋଜ, ଗାଧୋଇବାକୁ ଯାଇଥିଲେ ୩ ସାଙ୍ଗ

ସମ୍ବଲପୁର ୧୧।୧୦: ମହାନଦୀରେ ବୁଡିଯାଇ ଦୁଇ ନାବାଳକ ନିଖୋଜ । ମହାନଦୀର ସଡକ ଘାଟରେ ଗାଧୋଇବା ବେଳେ ଭାସିଗଲେ । ଦୁଇ ନାବାଳକ ତିୱାରୀ ଗଳି ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ତେବେ ତିନି ଜଣ ନାବାଳକ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ । ଅଗ୍ନିଶମ ବାହିନୀ ପକ୍ଷରୁ  ଉଦ୍ଧାର କାର୍ଯ୍ୟ ଜାରି ରହିଛି ।You Can Read:ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ଛେଳି ଚରାଇବାକୁ ଯାଇଥିବା ବେଳେ ହାବୁଡ଼ରେ ପଡ଼ିଗଲେ 

ମହାନଦୀରେ ବୁଡି ଦୁଇ ନାବାଳକ ନିଖୋଜ, ଗାଧୋଇବାକୁ ଯାଇଥିଲେ ୩ ସାଙ୍ଗ

ସମ୍ବଲପୁର ୧୧।୧୦: ମହାନଦୀରେ ବୁଡିଯାଇ ଦୁଇ ନାବାଳକ ନିଖୋଜ । ମହାନଦୀର ସଡକ ଘାଟରେ ଗାଧୋଇବା ବେଳେ ଭାସିଗଲେ । ଦୁଇ ନାବାଳକ ତିୱାରୀ ଗଳି ଅଞ୍ଚଳର ହୋଇଥିବା ସୂଚନା ମିଳିଛି । 

ତେବେ ତିନି ଜଣ ନାବାଳକ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ । ଅଗ୍ନିଶମ ବାହିନୀ ପକ୍ଷରୁ  ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

You Can Read:

ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ଛେଳି ଚରାଇବାକୁ ଯାଇଥିବା ବେଳେ ହାବୁଡ଼ରେ ପଡ଼ିଗଲେ