ମହାମାୟାଙ୍କ ମହାସପ୍ତମୀ

ମଣ୍ଡପେ ମହାସପ୍ତମୀ, ପୀଠେ ମହାଷ୍ଟମୀ। ଗୋଟିଏ ପଟେ ଚଳଚଞ୍ଚଳ ପୀଠ, ଆରପଟେ ମା’ଙ୍କୁ ଚକ୍ଷୁଦାନ ସହ ପ୍ରାଣ ପ୍ରତିଷ୍ଠା ପରଠୁମଣ୍ଡପରେ ଜମିଛି ଶ୍ରଦ୍ଧାଳୁଙ୍କ ସମାଗମ।

ମହାମାୟାଙ୍କ ମହାସପ୍ତମୀ

ମଣ୍ଡପେ ମହାସପ୍ତମୀ, ପୀଠେ ମହାଷ୍ଟମୀ। ଗୋଟିଏ ପଟେ ଚଳଚଞ୍ଚଳ ପୀଠ, ଆରପଟେ ମା’ଙ୍କୁ ଚକ୍ଷୁଦାନ ସହ ପ୍ରାଣ ପ୍ରତିଷ୍ଠା ପରଠୁମଣ୍ଡପରେ ଜମିଛି ଶ୍ରଦ୍ଧାଳୁଙ୍କ ସମାଗମ। ତାହାରି ଭିତରେ ଭଳି କି ଭଳି ଆକର୍ଷଣୀୟ ତୋରଣ ମନମୋହୁଛି। ଏହି ଅବସରରେ ଆକର୍ଷିତ କରୁଛି କଟକ ଖାନନଗର ମେଢ । ବିମୋହିତ ହେଉଛନ୍ତି ଶ୍ରଦ୍ଧାଳୁ । ଚଳିତବର୍ଷ ବୃନ୍ଦାବନର ବୈଷ୍ଣୋଦେବୀ ମନ୍ଦିର ଢାଛାର ମେଢକୁ ନେଇ ବେଶ ଚର୍ଚ୍ଚା ।