ମହିଳା କୁସ୍ତି ସେମିରେ ବିନେଶ, ଅଂଶୁ, ରିତିକା ଓ ମାନସୀ

ଡେସ୍କ: ଭାରତୀୟ ମହିଳା କୁସ୍ତି ଖେଳାଳି ବିନେଶ ଫୋଗଟ, ଅଂଶୁ ମଲିକ, ରିତିକା ଓ ମାନସୀ ଆଜି କିର୍ଗିଜସ୍ତାନର ବିସ୍କେକଠାରେ ଚାଲିଥିବା ଏସୀୟ ଅଲିମ୍ପିକ୍ କ୍ୱାଲିଫାୟରର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିନେଶ କାମ୍ବୋଡିଆ ପ୍ରତିଦ୍ୱନ୍ଦୀ ସମନାଙ୍ଗ ଡିଟଙ୍କୁ ପରାସ୍ତ କରିଥିବା ବେଳେ ୨୦୨୧ ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ଅଂଶୁ ମଲ୍ଲିକ ବୈଷୟିକ ଶ୍ରେଷ୍ଠତାରେ କିର୍ଗିଜସ୍ତାନର କଲମିରା ବିଲିମ୍ବାଇକୋଭାଙ୍କୁ ପରାସ୍ତ କରିଛନ୍ତି। ନୂଆ ଅପରାଧିକ ଆଇନ ପ୍ରଣୟନକୁ ପ୍ରଶଂସା କଲେ ପ୍ରଧାନ ବିଚାରପତି ୨୩ ବର୍ଷରୁ […]

ମହିଳା କୁସ୍ତି ସେମିରେ ବିନେଶ, ଅଂଶୁ, ରିତିକା ଓ ମାନସୀ

ଡେସ୍କ: ଭାରତୀୟ ମହିଳା କୁସ୍ତି ଖେଳାଳି ବିନେଶ ଫୋଗଟ, ଅଂଶୁ ମଲିକ, ରିତିକା ଓ ମାନସୀ ଆଜି କିର୍ଗିଜସ୍ତାନର ବିସ୍କେକଠାରେ ଚାଲିଥିବା ଏସୀୟ ଅଲିମ୍ପିକ୍ କ୍ୱାଲିଫାୟରର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିନେଶ କାମ୍ବୋଡିଆ ପ୍ରତିଦ୍ୱନ୍ଦୀ ସମନାଙ୍ଗ ଡିଟଙ୍କୁ ପରାସ୍ତ କରିଥିବା ବେଳେ ୨୦୨୧ ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ଅଂଶୁ ମଲ୍ଲିକ ବୈଷୟିକ ଶ୍ରେଷ୍ଠତାରେ କିର୍ଗିଜସ୍ତାନର କଲମିରା ବିଲିମ୍ବାଇକୋଭାଙ୍କୁ ପରାସ୍ତ କରିଛନ୍ତି।

ନୂଆ ଅପରାଧିକ ଆଇନ ପ୍ରଣୟନକୁ ପ୍ରଶଂସା କଲେ ପ୍ରଧାନ ବିଚାରପତି

୨୩ ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନ ରିତିକା ତାଙ୍କ ଚାଇନା ପ୍ରତିଦ୍ୱନ୍ଦ୍ୱୀ ଜୁୱାନୱାଙ୍ଗଙ୍କୁ ପରାସ୍ତ କରିଛନ୍ତି। ଏହି ସମୟରେ ମାନସୀ କିର୍ଗିଜସ୍ତାନର ଇରିନା କୁଜନେତ୍ସୋଭାଙ୍କୁ ପରାସ୍ତ କରିଛନ୍ତି।

ବଢୁଛି ତାତି – ସତର୍କ ରୁହନ୍ତୁ, ପରାମର୍ଶ ମାନନ୍ତୁ