ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା; ୩ ପୁଲିସଙ୍କ ବଦଳି

ଚାନ୍ଦବାଲି ଥାନା ସମ୍ମୁଖରେ ଜଣେ ଦଳିତ ମହିଳାଙ୍କୁ ପୁଲିସ ଘୋଷାଡି ନେବା ଘଟଣାରେ ଜଣେ କନେଷ୍ଟବଳ, ଜଣେ ASI ଏବଂ ଜଣେ ହୋମ ଗାର୍ଡଙ୍କୁ ବଦଳି କରା ଯାଇଛି।

ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା; ୩ ପୁଲିସଙ୍କ ବଦଳି

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଗତ ୨୫ ତାରିଖ ସନ୍ଧ୍ୟାରେ ଜଣେ ଦଳିତ ମହିଳାଙ୍କୁ ପୁଲିସ ଘୋଷାଡି ନେବା ଘଟଣାରେ ଜଣେ କନେଷ୍ଟବଳ, ଜଣେ ASI ଏବଂ ଜଣେ ହୋମ ଗାର୍ଡଙ୍କୁ ବଦଳି କରା ଯାଇଛି। ଭଦ୍ରକ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଏସ୍‌ପି ବଦଳି କରିଥିବା ନେଇ ଚାନ୍ଦବାଲି SDPO ସୂଚନା ଦେଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ ।