‘ମହିଳାମାନେ ନିଜେ ଚାହିଁଲେ ସବୁ କିଛି ସମ୍ଭବ’
ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ।
ଭୁବନେଶ୍ୱର CSIR- IMMT ପରିସରରେ ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଟେଲିଭିଜନ୍ ନେଟୱର୍କର ମ୍ୟାନେଜିଂ ଡାଇରେକ୍ଟର ଜଗି ମଙ୍ଗତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।