ମହୁଳପାଳ ବୁଥ୍ ନଂ ୧୩୧ରେ ଗଣ୍ଡଗୋଳ, ଭୋଟିଂ ବନ୍ଦ
ଭୁବନ ୨୫/୫: ମହୁଲପାଳ ପଞ୍ଚାୟତ ବୁଥ୍ ନମ୍ବର ୧୩୧ରେ ଗଣ୍ଡଗୋଳ । କୌଣସି କାରଣକୁ ନେଇ ଭୋଟ ଦେବାକୁ ଆସିଥିବା ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଫଳରେ ମତଦାନ ବାଧାପ୍ରାପ୍ତ ହେବା ସହ ବନ୍ଦ ହୋଇଛି । ଏପରି ଅବ୍ୟବସ୍ଥା ପାଇଁ ପ୍ରିଜାଇଡିଂ ଅଫିସରକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ । ସମାଧାନ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଭୁବନ ପୋଲିସ ।