ମା’ ଓ ଶିଶୁ ସଂପର୍କୀତ ଆଲୋଚନାଚକ୍ର

ଆଠଗଡ: ଆଠଗଡ ରୋଟାରୀ କ୍ଲବ ଆନୁକୁଲ୍ୟରେ ଉପଖଣ୍ଡ ଡାକ୍ତରଖାନା ସହଯୋଗରେ ସୋମବାର ଡାକ୍ତରଖାନା ପରିସରରେ ମା’ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କୀତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଲବ ସଭାପତି ଡାକ୍ତର ଭୁବନାନନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଡାକ୍ତରଖାନା ଅଧିକ୍ଷକ ତଥା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବିଜୟ କୁମାର ମିଶ୍ର ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ ରଞ୍ଜନ ପାତ୍ର ଯୋଗଦେଇ ମା’ ଓ […]

ମା’ ଓ ଶିଶୁ ସଂପର୍କୀତ ଆଲୋଚନାଚକ୍ର

ଆଠଗଡ: ଆଠଗଡ ରୋଟାରୀ କ୍ଲବ ଆନୁକୁଲ୍ୟରେ ଉପଖଣ୍ଡ ଡାକ୍ତରଖାନା ସହଯୋଗରେ ସୋମବାର ଡାକ୍ତରଖାନା ପରିସରରେ ମା’ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କୀତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଲବ ସଭାପତି ଡାକ୍ତର ଭୁବନାନନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଡାକ୍ତରଖାନା ଅଧିକ୍ଷକ ତଥା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବିଜୟ କୁମାର ମିଶ୍ର ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ ରଞ୍ଜନ ପାତ୍ର ଯୋଗଦେଇ ମା’ ଓ ଶିଶୁର ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ମାତୃଗର୍ଭରୁ ହିିଁ ଶିଶୁର କିଭଳି ବିକାଶ ହୋଇଥାଏ ଏବଂ ପ୍ରଥମ ୧୦୦୦ଦିନ କିଭଳି ଶିଶୁର ଯତ୍ନ ନେବେ, ସେ ସଂପର୍କରେ ଡାକ୍ତର ମିଶ୍ର ବୁଝାଇଥିଲେ।