ମା’ କୋଳକୁ ଫେରିଲା ଅପହୃତ ଛୁଆ

କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ମା’କୁ ଛୁଆଟିକୁ ହସ୍ତାନ୍ତର କରାଯାଇଥିଲା । ଛୁଆକୁ ପାଇବା ପରେ ଭାବବିହ୍ବଳ ହୋଇ କୋହ ସମ୍ଭଳିପାରିଲେନି ମାଆ ।

ମା’ କୋଳକୁ ଫେରିଲା ଅପହୃତ ଛୁଆ
Array