ମା ଙ୍କ ମନ୍ଦିରରୁ ଫେରୁଥିବା ବେଳେ ଓଲଟିଲା ବୋଲେରୋ ପିକଅପ....୨୫ରୁ ଉର୍ଦ୍ଧ ଗୁରୁତର I
ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ଵରୀ ପୀଠରୁ ମୁଣ୍ଡନ ହୋଇ ଫେରିବା ବାଟରେ ଓଲଟିପଡିଛି ବୋଲେରୋ ପିକଅପ I ୨୫ରୁ ଉର୍ଦ୍ଧ ମହିଳା ପୁରୁଷ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ଅଗ୍ନିଶମବାହିନୀ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବ