ମା' ବାଗଦେବୀଙ୍କ ଅଳଙ୍କାର କାଜୁ ଜଙ୍ଗଲ ମାଟିତଳେ ପୋତି ଦେଇଥିଲେ, ଅଭିଯୁକ୍ତ ମାନେ ,

ଭଂଜନଗର ଥାନା ଅନ୍ତର୍ଗତ କୁଲାଡ ମା' ବାଗଦେବୀଙ୍କ ମନ୍ଦିରରୁ ଚୋରି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ, ଚୋରି ସୁନା ଓ ରୂପା ଅଳଙ୍କାରକୁ ଜବତ କରିଛି ଭଞ୍ଜନଗର ପୋଲିସ । ଏନେଇ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀକରି ଏସଡିପିଓ ସୁଜିତ୍