ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ମିଳିଲା ପୁଳାପୁଳା ବିଦେଶୀ ଟଙ୍କା: ଡଲାର, ପାଉଣ୍ଡ ସହ ୩୩ଟି…
ରାୟଗଡ଼ା,୨୪।୭: ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲିଛି। ୩ ମାସ ପରେ ହୁଣ୍ଡି ଖୋଲାଯାଇଛି। ଏଥିରୁ ପୁଳାପୁଳା ଟଙ୍କା ବାହାରିଛି। ଏହା ସହ ଅଧିକ ବିଦେଶୀ ମୁଦ୍ରା ମିଳଛି। ୩୩ଟି ବିଦେଶୀ ମୁଦ୍ରା ମା’ ଦାନ ହୁଣ୍ଡିରୁ ମିଳିଛି। ଯେଉଁଥିଲେ ଆମେରିକୀୟ, କାନାଡା ଡଲାର ସମେତ ପାଉଣ୍ଡ ମଧ୍ୟ ରହିଛି । ୩ ମାସ ପରେ ମା’ ମଝିଘରିଆଣୀ ଦାନ ହୁଣ୍ଡି ଖୋଲିଥିବା ବେଳେ ଦେବୋତ୍ତର ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ଗଣତି […] The post ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ମିଳିଲା ପୁଳାପୁଳା ବିଦେଶୀ ଟଙ୍କା: ଡଲାର, ପାଉଣ୍ଡ ସହ ୩୩ଟି… appeared first on Dharitri Odia News.
ରାୟଗଡ଼ା,୨୪।୭: ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲିଛି। ୩ ମାସ ପରେ ହୁଣ୍ଡି ଖୋଲାଯାଇଛି। ଏଥିରୁ ପୁଳାପୁଳା ଟଙ୍କା ବାହାରିଛି। ଏହା ସହ ଅଧିକ ବିଦେଶୀ ମୁଦ୍ରା ମିଳଛି। ୩୩ଟି ବିଦେଶୀ ମୁଦ୍ରା ମା’ ଦାନ ହୁଣ୍ଡିରୁ ମିଳିଛି। ଯେଉଁଥିଲେ ଆମେରିକୀୟ, କାନାଡା ଡଲାର ସମେତ ପାଉଣ୍ଡ ମଧ୍ୟ ରହିଛି । ୩ ମାସ ପରେ ମା’ ମଝିଘରିଆଣୀ ଦାନ ହୁଣ୍ଡି ଖୋଲିଥିବା ବେଳେ ଦେବୋତ୍ତର ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ଗଣତି କରାଯାଇଛି। ପୋଲିସର କଡା ସୁରକ୍ଷା ବଳୟ ଭିତରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ସକାଳ ୯ରୁ ଖୋଲାଯାଇ ଗଣତି କରାଯାଇଛି।
The post ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ମିଳିଲା ପୁଳାପୁଳା ବିଦେଶୀ ଟଙ୍କା: ଡଲାର, ପାଉଣ୍ଡ ସହ ୩୩ଟି… appeared first on Dharitri Odia News.