ମା ମୋବାଇଲ୍ ଦେଲାନି ବୋଲି, ୯ମ ଶ୍ରେଣୀ ଛାତ୍ର ହାରିଦେଲେ ଜୀବନ।Class 9 Student Ends Life Over Mobile Dispute.

ମା ମୋବାଇଲ୍ ଦେଲାନି ବୋଲି, ୯ମ ଶ୍ରେଣୀ ଛାତ୍ର ହାରିଦେଲେ ଜୀବନ। ପାଠ ପଢିବାକୁ କହି ମୋବାଇଲ ଦେଖିବାକୁ ମା ବାରଣ କରିବାରୁ ନବମ ଶ୍ରେଣୀ ଛାତ୍ର ହାରିଦେଲେ ଜୀବନ ! ବାଲେଶ୍ୱର ସହଦେବଖୁଣ୍ଟା ଥାନା ବାଲିଆ ଅଞ୍ଚଳର ଘଟଣା। ମୃତକ ହେଲେ ତପନ ଗିରୀଙ