ମା’ ଲୋ ତୋ କଥା ଭାରି ମନେ ପଡ଼ୁଛି

ଯିଏ ନିଜେ ଭୋକିଲା ରୁହେ, ଆମକୁ ପେଟପୂରା ଖାଇବାକୁ ଦିଏ । ଯିଏ ଆମ ପାଇଁ ସବୁ ଦୁଃଖ କଷ୍ଟକୁ ମଥା ପାତି ସହିନିଏ । ସ୍କୁଲରୁ ଫେରିବା ବାଟରେ ଯଦି ଟିକେ ଡେରିହୁଏ ଯାହା ଛାତି ଡରରେ କମ୍ପି ଉଠେ । ନାରୀର ସିନା ଅନେକ ରୂପ ହେଲେ ଅବିରତ ଶୀତଳ ଛୁଆଁ ଝରାଉଥିବା ନାଁଟା ହେଉଛି ମା’ ।

ମା’ ଲୋ ତୋ କଥା ଭାରି ମନେ ପଡ଼ୁଛି
Array