ମା ହେଲେ ‘ଗୋପୀ ବୋହୂ’, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଦେବୋଲିନା
ମୁମ୍ଵାଇ ୧୯।୧୨; ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ। ତାଙ୍କ ଘରେ ଏବେ ଖୁସିର ମାହୋଲ । ବର୍ତ୍ତମାନ ସେ ଜଣେ ମାଆ ହୋଇଛନ୍ତି । ନିକଟରେ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖୁସି ଖବରକୁ ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।View this post on InstagramA post shared by Devoleena Bhattacharjee (@devoleena)ଦେବୋଲିନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପ୍ରଶଂସକଙ୍କ ସହ ମା ହେବାର କୁସି ଖବର ଜଣାଇଛନ୍ତି। ଏହା ଭିଡିଓରେ ଲେଖା ହୋଇଛି- ଆମର ଛୋଟ ଖୁସି, ଆମର ଶିଶୁପୁତ୍ର ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ। ୧୮.୧୨.୨୪ ଭିଡିଓ ସହିତ ଥିବା କ୍ୟାପସନରେ ଦେବୋଲିନା ଲେଖିଛନ୍ତି- 'ହେଲୋ ୱାର୍ଲ୍ଡ! ଆମର ଛୋଟ ବେବି ବୟ ଏଠାରେ ଅଛି ।View this post on InstagramA post shared by Devoleena Bhattacharjee (@devoleena)ଦେବୋଲିନାଙ୍କ ମା ହେବାର ଖବର ଶୁଣିବା ପରେ ଟିଭି ସେଲିବ୍ରେଟମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପାରସ ଛାବ୍ରା ଏବଂ ଆରତୀ ସିଂ କମେଣ୍ଟ ଦେଇଛନ୍ତି ଏବଂ ଲେଖିଛନ୍ତି - ଅଭିନନ୍ଦନ। ଏଥି ସହିତ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କହିବାକୁ ଗଲେ ଚଳିତ ବର୍ଷ ଅଗଷ୍ଟ ୧୫ ରେ ଦେବୋଲିନା ସ୍ୱାମୀ ଶାହନାୱାଜ ଶେଖଙ୍କ ସହ ତାଙ୍କର କିଛି ଫଟୋ ସେୟାର କରି ନ
ମୁମ୍ଵାଇ ୧୯।୧୨; ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ। ତାଙ୍କ ଘରେ ଏବେ ଖୁସିର ମାହୋଲ । ବର୍ତ୍ତମାନ ସେ ଜଣେ ମାଆ ହୋଇଛନ୍ତି । ନିକଟରେ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖୁସି ଖବରକୁ ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।
ଦେବୋଲିନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପ୍ରଶଂସକଙ୍କ ସହ ମା ହେବାର କୁସି ଖବର ଜଣାଇଛନ୍ତି। ଏହା ଭିଡିଓରେ ଲେଖା ହୋଇଛି- ଆମର ଛୋଟ ଖୁସି, ଆମର ଶିଶୁପୁତ୍ର ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ। ୧୮.୧୨.୨୪ ଭିଡିଓ ସହିତ ଥିବା କ୍ୟାପସନରେ ଦେବୋଲିନା ଲେଖିଛନ୍ତି- 'ହେଲୋ ୱାର୍ଲ୍ଡ! ଆମର ଛୋଟ ବେବି ବୟ ଏଠାରେ ଅଛି ।
ଦେବୋଲିନାଙ୍କ ମା ହେବାର ଖବର ଶୁଣିବା ପରେ ଟିଭି ସେଲିବ୍ରେଟମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପାରସ ଛାବ୍ରା ଏବଂ ଆରତୀ ସିଂ କମେଣ୍ଟ ଦେଇଛନ୍ତି ଏବଂ ଲେଖିଛନ୍ତି - ଅଭିନନ୍ଦନ। ଏଥି ସହିତ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କହିବାକୁ ଗଲେ ଚଳିତ ବର୍ଷ ଅଗଷ୍ଟ ୧୫ ରେ ଦେବୋଲିନା ସ୍ୱାମୀ ଶାହନାୱାଜ ଶେଖଙ୍କ ସହ ତାଙ୍କର କିଛି ଫଟୋ ସେୟାର କରି ନିଜର ଗର୍ଭଧାରଣ ଘୋଷଣା କରିଥିଲେ। ଅଭିନେତ୍ରୀ ତାଙ୍କ ରୀତିନୀତିର ଫଟୋ ପୋଷ୍ଟ କରିଥିଲେ