ମାଆଙ୍କର ରହିଛି ଅଲୌକିକ ଶକ୍ତି... ଏଠି ମା'ଙ୍କ ଭକ୍ତ ନିଆଁରେ ଚାଲନ୍ତି, କଣ୍ଟା ଦୋଳିରେ ଝୁଲନ୍ତି l
୫ଦିନିଆ ଯାତ୍ରାରେ ଘରକୁ ଘର ବୁଲିଥାନ୍ତି ଓ ପୂଜା ପାଇଥାନ୍ତି ମା' l ବେଶ ଆନନ୍ଦରେ ଏଠିକାର ଲୋକେ ଦେଶିଆ ନାଟକ ଦେଖି ରାତି କାଟିଥାନ୍ତି l କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଗ୍ରାମଦେବୀ ମାଆ ଖମ୍ବେଶ୍ୱରୀ ଅଞ୍ଚଳର ଶୁଭ ମନାସି ଆସନ୍ତି ଏବଂ