ମାଇଲେଜ ନେଇଗଲେ ସୋଫିଆ !
ଅବକାରୀ କମିଶନରଙ୍କ କାର୍ଯ୍ୟାଳୟରେ ଅଚାନକ ପହଞ୍ଚିଲେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
କଟକ ସ୍ଥିତ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଭୁବନେଶ୍ବରକୁ ଉଠାଇ ନେବା ପ୍ରସଙ୍ଗ। ସିଡିଏ କୃଷକ ବଜାରଠାରେ ଥିବା ଅବକାରୀ କମିଶନରଙ୍କ କାର୍ଯ୍ୟାଳୟରେ ଅଚାନକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ତେବେ ଗତ କିଛି ଦିନ ଧରି ଏଠାରୁ ରାତି ଅଧିଆ ଫାଇଲ ଭୁବନେଶ୍ୱରକୁ ଟ୍ରାନ୍ସଫର ହେଉଥିଲା। କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀ ଏଠାକୁ ଆସୁନଥିବା କଥା କହିଥିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଦେଖନ୍ତୁ ପୂରା ରିପୋର୍ଟ।