ମାଈହାତୀର ମୃତଦେହ ଠାବ, ବନ଼ ବିଭାଗର ତଦନ୍ତ ଆରମ୍ଭ
ତେଲକୋଇ: ପାହାଡ଼ରୁ ମାଈହାତୀର ମୃତଦେହ ଠାବ କରାଯାଇଛି। ତମାଙ୍ଗୋ ପାହାଡ଼ରୁ ଗୋଟିଏ ମାଈହାତୀର ମୃତଦେହ ମିଳିଛି। ଘଟଣାସ୍ଥଳରେ ପହଞ୍ଚି ବନ଼ ବିଭାଗ ତଦନ୍ତ ଆରମ୍ଭ କରିଛି। ମୃତ ହାତୀର ବୟସ ୧୮ରୁ୨୦ ବର୍ଷ ହେବ ଅନୁମାନ କରାଯାଉଛି।

ତେଲକୋଇ: ପାହାଡ଼ରୁ ମାଈହାତୀର ମୃତଦେହ ଠାବ କରାଯାଇଛି। ତମାଙ୍ଗୋ ପାହାଡ଼ରୁ ଗୋଟିଏ ମାଈହାତୀର ମୃତଦେହ ମିଳିଛି।
ଘଟଣାସ୍ଥଳରେ ପହଞ୍ଚି ବନ଼ ବିଭାଗ ତଦନ୍ତ ଆରମ୍ଭ କରିଛି। ମୃତ ହାତୀର ବୟସ ୧୮ରୁ୨୦ ବର୍ଷ ହେବ ଅନୁମାନ କରାଯାଉଛି।