ମାଓନେତାରୁ ଚାଷୀ ନେତା.. ସୁକଦେବଙ୍କୁ ମିଳୁଛି ଜୟ ଜୟକାର..
ଅନ୍ଧାରୀ ଇଲାକା ଛାଡ଼ିଲେ.. ବନ୍ଧୁକକୁ ଦୂରେଇ ବିଶ୍ୱାସକୁ ଧରିଲେ.. ଲାଲଗଡ଼ରୁ ବାହାରି ଆଜି ସେ ଚାଷୀ ନେତା.. ବିକାଶ ପାଇଁ ହୃଦୟରୁ କରୁଛନ୍ତି ଜନତାଙ୍କ ସେବା..