ମାଓବାଦୀଙ୍କ ନାଁରେ ଭୟ ଖେଳାଇଥିଲେ ବନ ବିଭାଗର କର୍ମଚାରୀ
କେନ୍ଦୁଝରରେ ମାଓବାଦୀଙ୍କ ନାଁରେ ଭୟ ଖେଳାଇଥିଲେ ବନ ବିଭାଗ କର୍ମଚାରୀ। ଦୈତାରୀ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ମିଛ ପ୍ରଚାର କରି ଭୟଭୀତ କରାଉଥିଲେ। ଯାହାର ତଦନ୍ତ କରି ସତ ସାମ୍ନାକୁ ଆଣିବା ସହିତ ମାମଲା ରୁଜୁ କରିଛି କେନ୍ଦୁଝର ପୋଲିସ