ମାତ୍ର ୪୦୦ ଟଙ୍କା ପାଇଁ ଆଈର ଜୀବନ ନେଲା ନାତି...ବାଇକ୍ ରେ ବସାଇ ପିଙ୍ଗିଲା ଜଙ୍ଗଲରେ, କାନ୍ଦୁଛି ପୁରା ପରିବାର..

ଅନୁଗୋଳ ଜିଲ୍ଲା କଣିହାଁ ଥାନା ଛେଳିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ଆଈ ପାଖରେ ଥିବା ୪୦୦ ଟଙ୍କାକୁ ମାଗିଲା ନାତି । ଆଈ ଟଙ୍କା ନଦେବାରୁ ବାଇକ୍‌ରେ ଆଈକୁ ବସାଇ ଜଙ୍ଗଲରେ ଜୀବନ ନେଇ ଟଙ୍କା ...