ମାର୍ଚ୍ଚ ୧୪ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ- ମେଷ ରାଶିକୁ ଘାତ ଚନ୍ଦ୍ର । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ନୂତନ ଜ୍ଞାନ ଆହରଣର ସୁଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ଆଗକୁ ବଢିବେ । ଛାତ୍ରଛାତ୍ରୀମାନେ ସମୟର ଦୁରୁପଯୋଗ କରିବେ ।ବୃଷ- ବାହ୍ୟ ଶତ୍ରୁଙ୍କ ଦ୍ଵାରା ପ୍ରଭାବିତ ହେବେ । ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି । କର୍ମ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବାହ୍ୟ ଲୋକଙ୍କ ପାଇଁ ପରିବାରରେ ସମସ୍ୟା ଦେଖା ଦେବ । ମିଥୁନ- ଧନ ଲାଭର ଯଥେଷ୍ଟ ସମ୍ଭାବନା ରହିଛି । ନିଜ ଲୋକଙ୍କ ସହ ଭ୍ରମଣରେ ଯାଇପାରନ୍ତି । କାର୍ଯ୍ୟବ୍ୟସ୍ତତା ଭିତରେ ଦିନଟି କଟିବ । ପରିବାରରେ ସମସ୍ତ ଆବଶ୍ୟକତା ପୂରଣ କରିବେ । ପତ୍ନୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ।କର୍କଟ- ଅଧିକ ପରିଶ୍ରମ ହୋଇପାରେ । ଜାଣିବାର ଇଚ୍ଛା ନୂଆ ବାଟ ଦେଖାଇବ । ଅର୍ଥ ନିବେଶ ପାଇଁ ଦିନଟି ଅତି ଉତ୍ତମ ରହିଛି । କର୍ମ କ୍ଷେତ୍ରରେ ଉନ୍ନତି ଯୋଗ ଅଛି । ପରିବାର ସହ ନିଜକୁ  ମଧ୍ୟ ସମୟ ଦେବେ । ବିଦ୍ୟାର୍ଥୀ ମାନେ ଚଞ୍ଚଳ ହେବେ ।ସିଂହ- ସବୁ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ । ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ । ଧନ ଲାଭର ଯୋଗ ଅଛି । ପରିବାର ସହ ସମୟ କାଟିବେ । କର୍ମ କ୍ଷେତ୍ରରେ ପରୋପକାର କରି ସମ୍ମାନିତ ହେବେ । ମନରେ ଉଦାରତା ରହିବ ।କନ୍ୟା- ମାନସିକ ଓ ଆର୍ଥିକ ସ୍ଥିତିରେ ପ୍ରଗତି ହେବ । ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିବ

ମାର୍ଚ୍ଚ ୧୪ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ- ମେଷ ରାଶିକୁ ଘାତ ଚନ୍ଦ୍ର । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ନୂତନ ଜ୍ଞାନ ଆହରଣର ସୁଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ଆଗକୁ ବଢିବେ । ଛାତ୍ରଛାତ୍ରୀମାନେ ସମୟର ଦୁରୁପଯୋଗ କରିବେ ।

ବୃଷ- ବାହ୍ୟ ଶତ୍ରୁଙ୍କ ଦ୍ଵାରା ପ୍ରଭାବିତ ହେବେ । ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି । କର୍ମ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବାହ୍ୟ ଲୋକଙ୍କ ପାଇଁ ପରିବାରରେ ସମସ୍ୟା ଦେଖା ଦେବ । 

ମିଥୁନ- ଧନ ଲାଭର ଯଥେଷ୍ଟ ସମ୍ଭାବନା ରହିଛି । ନିଜ ଲୋକଙ୍କ ସହ ଭ୍ରମଣରେ ଯାଇପାରନ୍ତି । କାର୍ଯ୍ୟବ୍ୟସ୍ତତା ଭିତରେ ଦିନଟି କଟିବ । ପରିବାରରେ ସମସ୍ତ ଆବଶ୍ୟକତା ପୂରଣ କରିବେ । ପତ୍ନୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ।

କର୍କଟ- ଅଧିକ ପରିଶ୍ରମ ହୋଇପାରେ । ଜାଣିବାର ଇଚ୍ଛା ନୂଆ ବାଟ ଦେଖାଇବ । ଅର୍ଥ ନିବେଶ ପାଇଁ ଦିନଟି ଅତି ଉତ୍ତମ ରହିଛି । କର୍ମ କ୍ଷେତ୍ରରେ ଉନ୍ନତି ଯୋଗ ଅଛି । ପରିବାର ସହ ନିଜକୁ  ମଧ୍ୟ ସମୟ ଦେବେ । ବିଦ୍ୟାର୍ଥୀ ମାନେ ଚଞ୍ଚଳ ହେବେ ।

ସିଂହ- ସବୁ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ । ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ । ଧନ ଲାଭର ଯୋଗ ଅଛି । ପରିବାର ସହ ସମୟ କାଟିବେ । କର୍ମ କ୍ଷେତ୍ରରେ ପରୋପକାର କରି ସମ୍ମାନିତ ହେବେ । ମନରେ ଉଦାରତା ରହିବ ।

କନ୍ୟା- ମାନସିକ ଓ ଆର୍ଥିକ ସ୍ଥିତିରେ ପ୍ରଗତି ହେବ । ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ ।

ତୁଳା- ଦୂର ଯାତ୍ରା କରିବାର ଯୋଗ ରହିଛି । ଦିନଟି ବ୍ୟସ୍ତ ବହୁଳ ରହିବ । ଅର୍ଥ ପ୍ରାପ୍ତିର ସମ୍ଭାବନା ଅଛି । ଚାକିରି କ୍ଷେତ୍ରରେ ନିଜକୁ ଅପ୍ରସ୍ତୁତ ମନେ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ ।

ବିଛା-  ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ଛୋଟ କଥାରେ ସମସ୍ୟା ଉପୁଜିବ । ଅବଶ୍ୟ ଧନ ପ୍ରାପ୍ତିର ଯୋଗ ରହିଛି । କାହାକୁ ଉଧାର ଦିଅନ୍ତୁ ନାହିଁ । ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ବିଦ୍ୟାର୍ଥୀମାନେ ଅବହେଳିତ ହେବେ ।

ଧନୁ- ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ । ଭାବିଚିନ୍ତି ଅର୍ଥ କାରବାର କରନ୍ତୁ । ପ୍ରେମ ସମ୍ପର୍କ ଗଭୀର ହେବ । ବିଦ୍ୟାର୍ଥୀ ମାନେ ଅନ୍ୟ ସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ କ୍ଷତି  ସହିବେ । ନିଜ କାର୍ଯ୍ୟ ଦ୍ଵାରା ପ୍ରଶଂସିତ ହେବେ ।

ମକର-  ଭାଗ୍ୟର ସାଥ ମିଳିବ। ନିହାତି ଭାବରେ ଶୁଭ ସମାଚାର ପ୍ରାପ୍ତ ହେବ । ଉଧାର ଦେଇଥିବା ଧନକୁ ଫେରି ପାଇବେ । ମନ ପ୍ରସନ୍ନ ରହିବ । ପରିବାର ସହ ସମୟ ଅତିବାହିତ କରିବେ । ବୌଦ୍ଧିକ କାର୍ଯ୍ୟରେ ବାଧା ଉପୁଜିପାରେ ।

କୁମ୍ଭ- ବନ୍ଧୁଙ୍କ ସାହାଯ୍ୟ ମିଳିବ । ଚାକିରିରେ ପଦୋନ୍ନତି ଯୋଗ ଅଛି । ଜୀବନ ସାଥିଙ୍କ ସହ ଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । କୌଣସି ଧର୍ମ ସ୍ଥାନକୁ ଯାତ୍ରା କରିପାରନ୍ତି । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ ।

ମୀନ-  ଲୋଭରେ ପଡ଼ି ଭୁଲ କରିବେ। ହେଲେ ମଧ୍ୟ କିଛି ଖୁସି ଖବର ପାଇ ଆତ୍ମସନ୍ତୋଷ ଲାଭ କରିବେ । ପାରିବାରିକ ସମସ୍ୟାର ସମାଧାନ ହେବ । ନୂତନ ନିର୍ମାଣ ପାଇଁ ଦିନଟି ଶୁଭ ଦାୟକ ରହିଛି । ବିଦ୍ୟାର୍ଥୀ ମାନେ ନୂତନ ପ୍ରୟାସ କରିବେ ।


ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର, ଯୋଗାଯୋଗ - 8249826682