ମିଛ ଜୁଇ ନୁହେଁ ,ସତ ଜୁଇରେ ଶୋଇଗଲେ ମନୋଜ

କେତେବେଳେ ସେ ୧୦ ନମ୍ବରୀ ତ ଆଉ କେତେବେଳେ ସେ ଥିଲେ କ୍ରାନ୍ତୀକାରୀ। ବଡ଼ ଭାଇ ହୋଇ ତୁଲାଇଥିଲେ ଦାୟିତ୍ୱ। ଦେଶ ଭକ୍ତିର ଗାଉଥିଲେ ଗୀତ। ଆଉ କେତେବେଳେ ସନ୍ନ୍ୟାସୀ ପାଲଟି ବେଇମାନିଙ୍କ ଉପରେ ରଖୁଥିଲେ ନଜର। ସବୁ ପ୍ରକାର ଅଭିନୟରେ ମନୋଜ କୁମାର ଥିଲେ ଓସ୍ତାଦ। କେବଳ ଅଭିନୟ ନୁହେଁ, ଅନେକ ଫିଲ୍ମରେ ସେ ଛାଡି ଯାଇଛନ୍ତି ନିର୍ଦ୍ଦେଶନାର ବି ଛାପ।

ମିଛ ଜୁଇ ନୁହେଁ ,ସତ ଜୁଇରେ ଶୋଇଗଲେ ମନୋଜ
Array