ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌

ବମ୍ବେ: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍‌ ଷ୍ଟୋକ୍‌। ଅସୁସ୍ଥତାକୁ ନେଇ ସେ ଶନିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କର ମେଡିକାଲ ରିପୋର୍ଟ ଆସିଛି। ଏଥିରୁ ତାଙ୍କୁ ଷ୍ଟ୍ରୋକ୍‌ ହୋଇଥିବା ସ୍ପଷ୍ଟ ହେବା ପରେ ଚିକିତ୍ସା ଜାରି ରହିଛି। ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ମିଥୁନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପ୍ରଥମେ ରିପୋର୍ଟ ଆସିଥିଲା। […] The post ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ appeared first on Dharitri Odia News.

ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌

ବମ୍ବେ: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍‌ ଷ୍ଟୋକ୍‌। ଅସୁସ୍ଥତାକୁ ନେଇ ସେ ଶନିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କର ମେଡିକାଲ ରିପୋର୍ଟ ଆସିଛି। ଏଥିରୁ ତାଙ୍କୁ ଷ୍ଟ୍ରୋକ୍‌ ହୋଇଥିବା ସ୍ପଷ୍ଟ ହେବା ପରେ ଚିକିତ୍ସା ଜାରି ରହିଛି। ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି।

mithun chakraborty diagnosed with brain stroke says medical bulletin actor admitted in hospital | बॉलीवुड News, Times Now Navbharat

ମିଥୁନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପ୍ରଥମେ ରିପୋର୍ଟ ଆସିଥିଲା। ହେଲେ କିଛି ସମୟ ପୂର୍ବରୁ ତାଙ୍କ ପୁଅ ମହାକ୍ଷୟ ଚକ୍ରବର୍ତ୍ତୀ ସବୁକିଛି ଗୁଜବ ବୋଲି କହିଥିଲେ। ହେଲେ ଏବେ ଡାକ୍ତରଖାନା ତରଫରୁ ଜାରି କରାଯାଇଥିବା ସୂଚନାରେ ଅଭିନେତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବା ଜଣାପଡ଼ିଛି।

The post ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ appeared first on Dharitri Odia News.