ମିଲର ମାନଙ୍କ ମନମାନି ଯୋଗୁଁ ମଣ୍ଡିରେ ପଡିରହିଛି ବସ୍ତା ବସ୍ତା ଧାନ,ରାମପୁର ଚାଷୀଙ୍କ ମଧ୍ୟରେ ଘୋର ଅସେନ୍ତାଷ
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ମିଲରଙ୍କ ମନମାନି ଯୋଗୁଁ ୪ ରୁ ୫ ଦିନ ହେବ ଉଠୁନି ଧାନ l ଯେଉଁଥିପାଇଁ ରାମପୁର ଚାଷୀଙ୍କ ମଧ୍ୟରେ ଘୋର ଅସେନ୍ତାଷ ଦେଖିବାକୁ ମିଳିଛିl...