ମିଳିଲା ଟପ୍ ମାଓବାଦୀ ହିଡ଼ମାର ବଙ୍କର୍

#ମିଳିଲା_ଟପ୍_ମାଓବାଦୀ_ହିଡ଼ମାର_ବଙ୍କର୍ ଛତିଶଗଡ଼ ବିଜାପୁରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା। ମିଳିଲା ଟପମୋଷ୍ଟ ମାଓବାଦୀ ହିଡମାର କ୍ୟାମ୍ପ। ଯେଉଁଠି ଚଢ଼ାଉ କରିଥିଲା ସୁରକ୍ଷା ବାହିନୀ। କଂକ୍ରିଟ ଓ ଇଟାରେ ନିର୍ମିତ ଏକ ବଙ୍କର ଠାବ ହୋଇଛି