ମିଶ୍ରଣ ପର୍ବରେ ନେତାଙ୍କୁ ସ୍ବାଗତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ମନମୋହନ, କହିଲେ ବିଜେଡି ସରକାର…

ଭୁବନେଶ୍ବର,୩୦।୩: ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ମିଶ୍ରଣ ପର୍ବ । କିଏ ବିଜେଡି ଛାଡି ଭାଜପାରେ ସାମିଲ ହେଉଛନ୍ତି ତ ଆଉ କିଏ ଭାଜପା ଛାଡି ବିଜେଡିରେ ସାମିଲ ହେଉଛନ୍ତି। ଆଜି ସିନେ ତାରକା ଆକାଶ ଦାସ ନାୟକ, ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ବିଜେଡିର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଭାଜପାରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ନେତାଙ୍କୁ ସ୍ବାଗତ କରି ରାଜ୍ୟ ଭାଜପା ରାଜ୍ୟ ସଭାପତି ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। […] The post ମିଶ୍ରଣ ପର୍ବରେ ନେତାଙ୍କୁ ସ୍ବାଗତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ମନମୋହନ, କହିଲେ ବିଜେଡି ସରକାର… appeared first on Dharitri Odia News.

ମିଶ୍ରଣ ପର୍ବରେ ନେତାଙ୍କୁ ସ୍ବାଗତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ମନମୋହନ, କହିଲେ ବିଜେଡି ସରକାର…

ଭୁବନେଶ୍ବର,୩୦।୩: ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ମିଶ୍ରଣ ପର୍ବ । କିଏ ବିଜେଡି ଛାଡି ଭାଜପାରେ ସାମିଲ ହେଉଛନ୍ତି ତ ଆଉ କିଏ ଭାଜପା ଛାଡି ବିଜେଡିରେ ସାମିଲ ହେଉଛନ୍ତି। ଆଜି ସିନେ ତାରକା ଆକାଶ ଦାସ ନାୟକ, ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ବିଜେଡିର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଭାଜପାରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ନେତାଙ୍କୁ ସ୍ବାଗତ କରି ରାଜ୍ୟ ଭାଜପା ରାଜ୍ୟ ସଭାପତି ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏଥର ବିଜେଡି ସରକାର ଖୁବ୍‌ଶୀଖ୍ର ହଟିବ, ଆଉ ଭାଜପା ସରକାର ଆସିବାକୁ ଯାଉଛି। ଆପଣଙ୍କ ସହଯୋଗ ଭୁଲିବୁନି ବୋଲି ନବାଗତଙ୍କୁ ମନମୋହନ କହିଛନ୍ତି।

The post ମିଶ୍ରଣ ପର୍ବରେ ନେତାଙ୍କୁ ସ୍ବାଗତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ମନମୋହନ, କହିଲେ ବିଜେଡି ସରକାର… appeared first on Dharitri Odia News.