ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜେତା ହେଲେ ୧୯ ବର୍ଷିୟା ରିଆ ସିଂଘା

୧୯ ବର୍ଷିୟା ରିଆ ସିଂଘା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜେତା ହୋଇଛନ୍ତି । ଏଥିସହ ରିଆ ଗ୍ଲୋବାଲ ମିସ୍ ୟୁନିଭର୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିବେ । ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ଫାଇନାଲରେ ବଲିଉଡ ଅଭିନେତ୍ରୀ ତଥା ୨୦୧୫ ମିସ୍ ୟୁନିଭର୍ସ ଇଣ୍ଡିଆର ଫାଇନାଲିଷ୍ଟ ଉର୍ବଶୀ ରାଉତେଲା ତାଙ୍କୁ ଏହି ମୁକୁଟ ପିନ୍ଧାଇଥିଲେ । ସୋସିଆଲ ମିଡିଆରେ ସମସ୍ତେ ରିୟାଙ୍କୁ ତାଙ୍କ ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ଲାଗି ତାଙ୍କୁ ଶୁଭେଚ୍ଛା […] The post ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜେତା ହେଲେ ୧୯ ବର୍ଷିୟା ରିଆ ସିଂଘା appeared first on KNews Odisha.

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜେତା ହେଲେ ୧୯ ବର୍ଷିୟା ରିଆ ସିଂଘା
Rhea Singha

୧୯ ବର୍ଷିୟା ରିଆ ସିଂଘା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜେତା ହୋଇଛନ୍ତି । ଏଥିସହ ରିଆ ଗ୍ଲୋବାଲ ମିସ୍ ୟୁନିଭର୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିବେ । ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ଫାଇନାଲରେ ବଲିଉଡ ଅଭିନେତ୍ରୀ ତଥା ୨୦୧୫ ମିସ୍ ୟୁନିଭର୍ସ ଇଣ୍ଡିଆର ଫାଇନାଲିଷ୍ଟ ଉର୍ବଶୀ ରାଉତେଲା ତାଙ୍କୁ ଏହି ମୁକୁଟ ପିନ୍ଧାଇଥିଲେ ।

ସୋସିଆଲ ମିଡିଆରେ ସମସ୍ତେ ରିୟାଙ୍କୁ ତାଙ୍କ ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ଲାଗି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅହମ୍ମଦାବାଦର ବାସିନ୍ଦା ରିଆ ଜଣେ ମଡେଲ ହେବା ବ୍ୟତୀତ ସେ ଜଣେ ଅଭିନେତ୍ରୀ ମଧ୍ୟ । ସେ ବର୍ତ୍ତମାନ ପରଫର୍ମିଂ ଆର୍ଟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଏହାବାଦ୍ ରିୟା ଜଣେ ଫ୍ୟାଶନ ଡିଜାଇନର୍, ଯାହାଙ୍କ ଆଧୁନିକ ଐତିହ୍ୟକୁ ସଂସ୍କୃତି ସହିତ ଯୋଡ଼ିବାର ପ୍ରତିଭା ଅଛି ।

The post ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜେତା ହେଲେ ୧୯ ବର୍ଷିୟା ରିଆ ସିଂଘା appeared first on KNews Odisha.