ମୁଁ ଜଣେ ଭଲ ପ୍ଲେୟର

‘ମୁଁ ଜଣେ ଭଲ ପ୍ଲେୟର, ତେଣୁ… ’ ମୁଁ ଜଣେ ଭଲ ପ୍ଲେୟର। ସବୁ ଦଳ ଏହା ଜାଣିଛନ୍ତି । ଆଇପିଏଲରେ ଖେଳାଳିଙ୍କ ଡିମାଣ୍ଡ ପରି ମୋର ବି ଖୁବ୍ ଡିମାଣ୍ଡ ରହିଛି। ସବୁ ଦଳ ମୋତେ ନେବାକୁ ଚାହୁଁଛନ୍ତି। ସବୁଦଳ ମୋ’ ଘର। ଭଲ ପ୍ଲେୟାରକୁ ସବୁ ଦଳ ଅଫର କରିବେ । ସବୁ ଦଳ ମୋ’ ଘର। ତେଣୁ ଯେଉଁ ଦଳକୁ ଇଚ୍ଛା କରିବି ଯିବି।’ ଏପରି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୁପିନ୍ଦର ସିଂ । ତେଣୁ ସେ ଅନ୍ୟ ଦଳ ପ୍ରତି ଢଳୁଥିବା ଚର୍ଚ୍ଚା ଜୋର ଧରିଛି।

ମୁଁ ଜଣେ ଭଲ ପ୍ଲେୟର
Array