‘ମୁଁ ଦ୍ୱିତୀୟ ପ୍ରୟାସରେ OAS ପାଇଛି’

 ୪ ନମ୍ବର ରାଙ୍କରେ ରହିଛନ୍ତି ପ୍ରଜ୍ଞା ପାରଙ୍ଗମ । ରାଙ୍କ୍‌ ୪ରେ ରହିବା ପରେ କ’ଣ କହୁଛନ୍ତି ପ୍ରଜ୍ଞା...

‘ମୁଁ ଦ୍ୱିତୀୟ ପ୍ରୟାସରେ OAS ପାଇଛି’

ଆଜି ପ୍ରକାଶ ପାଇଲା ୨୦୨୨ ମସିହାର ଓଏଏସ୍‌ ରେଜଲ୍ଟ। ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍‌ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି। ୪ ନମ୍ବର ରାଙ୍କରେ ରହିଛନ୍ତି ପ୍ରଜ୍ଞା ପାରଙ୍ଗମ । ରାଙ୍କ୍‌ ୪ରେ ରହିବା ପରେ କ’ଣ କହୁଛନ୍ତି ପ୍ରଜ୍ଞା, ଦେଖନ୍ତୁ....