'ମୁଁ ୨୦୧୫ରୁ ଜଗନ୍ନାଥ ମନ୍ଦିର ଯାଇନି'

'୨୦୧୫ରେ ବ୍ରହ୍ମବିଭ୍ରାଟ ହେଲା। ତେଣୁ ଜଗନ୍ନାଥ ଅସଲି କି ନକଲି ବୋଲି ମୋ ମନରେ ସନ୍ଦେହ ସୃଷ୍ଟି କରିଦେଲେ ସାମ୍ବାଦିକମାନେ'

'ମୁଁ ୨୦୧୫ରୁ ଜଗନ୍ନାଥ ମନ୍ଦିର ଯାଇନି'

'ମୁଁ ୨୦୧୫ରୁ ଜଗନ୍ନାଥ ମନ୍ଦିର ଯାଇନି। ୨୦୧୫ରେ ବ୍ରହ୍ମବିଭ୍ରାଟ ହେଲା। ତେଣୁ ଜଗନ୍ନାଥ ଅସଲି କି ନକଲି ବୋଲି ମୋ ମନରେ ସନ୍ଦେହ ସୃଷ୍ଟି କରିଦେଲେ ସାମ୍ବାଦିକମାନେ। ତେଣୁ ଜଗନ୍ନାଥଙ୍କୁ ଯେଉଁଠୁ ଡାକିଲେ ବି ସେ ଶୁଣିବେ। ଆମେ ଭକ୍ତ ସାଲବେଗ ଓ ଆମେ ଦାସିଆବାଉରୀ।' କିଛି ଏମିତି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।