ମୁକ୍ତାପୁର ବଖାଣୁଛି ମୁକ୍ତାଦେଇଙ୍କ ସ୍ମୃତି
ଏଠି ପଥରଗୁଡାକ ପଥର ନୁହେଁ, ଏଠି ଫୁଲଗୁଡିକ ଫୁଲ ନୁହେଁ। ଏଠି ସବୁକିଛି ପ୍ରେମମୟ, ପ୍ରେମର ସ୍ବରୂପକୁ ଆପଣାର କରିଥିଲା କିର୍ତ୍ତିସ୍ତମ୍ଭ। ପୁରୁଣା ପଥର, ଲଟା ଗହଳରେ ରହିଥିବା ଜଳାଶୟ ସବୁକିଛି ସେହି ସାସ୍ବତ ପ୍ରେମର ସ୍ମାରକୀ।