ମୁଖ୍ୟ ସଚିବ ଦୌଡ଼ରେ କିଏ?
କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ସଚିବ? ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେବେ କି ନୂଆ ସରକାର? ଏଭଳି ଏକ ଚର୍ଚ୍ଚା ଭିତରେ କେବଳ ଆପେକ୍ସ ବା ଶୀର୍ଷ ସ୍କେଲରେ ପହଁଚିଥିବା 20 ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଭିତରୁ ସରକାର ନୂଆ ମୁଖ୍ୟ ସଚିବ ବାଛିପାରନ୍ତି।