ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମୁଁ ପଦୁଟିଏ କହିନାହିଁ: ବୈଜୟନ୍ତ ପଣ୍ଡା
ବିଜେଡି ସରକାରକୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା।
ବିଜେଡି ସରକାରକୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମୁଁ ପଦୁଟିଏ ବି କହିନାହିଁ। ବିଜେଡିର ଜଣେ ଅଣଓଡ଼ିଆ କଣ୍ଢେଇ ନଚାଳିଙ୍କ ଏହା ଷଡ଼ଯନ୍ତ୍ର । ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଅଣଓଡ଼ିଆ ବ୍ୟକ୍ତି ନିୟନ୍ତ୍ରିତ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକୃତ ଭିଡିଓ ନକରି ଏଆଇ ପ୍ରସ୍ତୁତ ଡିପ୍ ଫେକ୍ ଭିଡିଓ କରାଯାଉଛି । ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଅଧିକ କଣ କହିଛନ୍ତି ଶୁଣନ୍ତୁ।