ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ନିଷ୍ପତ୍ତି, ସିପାହୀ ନିଯୁକ୍ତି ପରେ ଏବେ ଆରଓ/ଏଆରଓ ପରୀକ୍ଷା ମଧ୍ୟ ରଦ୍ଦ
ଲକ୍ଷ୍ନୌ: ନିଯୁକ୍ତି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆରଓ/ଏଆରଓ ପରୀକ୍ଷାକୁ ରଦ୍ଦ କରିଛନ୍ତି ଏବଂ ମାମଲାର ଯାଞ୍ଚ ଏସଟିଏଫ୍କୁ ହସ୍ତାନ୍ତର କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରୀକ୍ଷାର୍ଥୀ ହିତକୁ ଧ୍ୟାନରେ ରଖି ଛଅ ମାସରେ ସାନି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ ଏଥିରେ ସାମିଲ ଥିବା ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉକି, ନିକଟରେ ୟୁପି ସିପାହୀ ନିଯୁକ୍ତି ପରୀକ୍ଷା ପେପର ଲିକ୍ ଖବର ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ପରୀକ୍ଷାକୁ ରଦ୍ଦ କରିଥିଲେ। ଏହା ପରେ ଆରଓ/ଏଆରଓ ପରୀକ୍ଷା ପେପର ଲିକ୍ ହେବା ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଆଉ କାର୍ଯ୍ୟାନୁଷ୍ଠାନ କ୍ରମରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଆହୁରି ପଢ଼ନ୍ତୁ: ଆପ ନେତା ସତ୍ୟୈନ୍ଦ୍ର ଜୈନଙ୍କ ପାଇଁ ବଢ଼ିଲା ଅଡ଼ୁଆ, ସୁକେଶ ଚନ୍ଦ୍ରଶେଖର ଠାରୁ ଟଙ୍କା ଆଦାୟ ମାମଲାରେ ହେବ ସିବିଆଇ ଯାଞ୍ଚ The post ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ନିଷ୍ପତ୍ତି, ସିପାହୀ ନିଯୁକ୍ତି ପରେ ଏବେ ଆରଓ/ଏଆରଓ ପରୀକ୍ଷା ମଧ୍ୟ ରଦ୍ଦ appeared first on Prameya News7.
ଲକ୍ଷ୍ନୌ: ନିଯୁକ୍ତି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆରଓ/ଏଆରଓ ପରୀକ୍ଷାକୁ ରଦ୍ଦ କରିଛନ୍ତି ଏବଂ ମାମଲାର ଯାଞ୍ଚ ଏସଟିଏଫ୍କୁ ହସ୍ତାନ୍ତର କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରୀକ୍ଷାର୍ଥୀ ହିତକୁ ଧ୍ୟାନରେ ରଖି ଛଅ ମାସରେ ସାନି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ ଏଥିରେ ସାମିଲ ଥିବା ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉକି, ନିକଟରେ ୟୁପି ସିପାହୀ ନିଯୁକ୍ତି ପରୀକ୍ଷା ପେପର ଲିକ୍ ଖବର ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ପରୀକ୍ଷାକୁ ରଦ୍ଦ କରିଥିଲେ। ଏହା ପରେ ଆରଓ/ଏଆରଓ ପରୀକ୍ଷା ପେପର ଲିକ୍ ହେବା ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଆଉ କାର୍ଯ୍ୟାନୁଷ୍ଠାନ କ୍ରମରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।
ଆହୁରି ପଢ଼ନ୍ତୁ: ଆପ ନେତା ସତ୍ୟୈନ୍ଦ୍ର ଜୈନଙ୍କ ପାଇଁ ବଢ଼ିଲା ଅଡ଼ୁଆ, ସୁକେଶ ଚନ୍ଦ୍ରଶେଖର ଠାରୁ ଟଙ୍କା ଆଦାୟ ମାମଲାରେ ହେବ ସିବିଆଇ ଯାଞ୍ଚ
The post ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ନିଷ୍ପତ୍ତି, ସିପାହୀ ନିଯୁକ୍ତି ପରେ ଏବେ ଆରଓ/ଏଆରଓ ପରୀକ୍ଷା ମଧ୍ୟ ରଦ୍ଦ appeared first on Prameya News7.