ମୁମ୍ବାଇରେ ପ୍ରବଳ ବର୍ଷା: ହୋର୍ଡିଂ ପଡି ୪ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର,୧୩।୫: ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇଛି। ସୋମବାର ଘାଟକୋପର ଅଞ୍ଚଳରେ ପ୍ରବଳ ବର୍ଷା ସମୟରେ ପେଟ୍ରୋଲ ପମ୍ପ ଉପରେ ଥିବା ଏକ ହୋର୍ଡିଂ ପଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୪ ଜଣ ଆହତ ହୋଇଛନ୍ତି। ଏଥିସହିତ ୧୦୦ ଜଣ ହୋଡିଂ ତଳେ ଫଶି ରହିଥିବା ଆଶଙ୍କା କରାଯାଉଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ ଦେଇଛନ୍ତି। ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ […] The post ମୁମ୍ବାଇରେ ପ୍ରବଳ ବର୍ଷା: ହୋର୍ଡିଂ ପଡି ୪ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ମୁମ୍ବାଇରେ ପ୍ରବଳ ବର୍ଷା: ହୋର୍ଡିଂ ପଡି ୪ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର,୧୩।୫: ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇଛି। ସୋମବାର ଘାଟକୋପର ଅଞ୍ଚଳରେ ପ୍ରବଳ ବର୍ଷା ସମୟରେ ପେଟ୍ରୋଲ ପମ୍ପ ଉପରେ ଥିବା ଏକ ହୋର୍ଡିଂ ପଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୪ ଜଣ ଆହତ ହୋଇଛନ୍ତି। ଏଥିସହିତ ୧୦୦ ଜଣ ହୋଡିଂ ତଳେ ଫଶି ରହିଥିବା ଆଶଙ୍କା କରାଯାଉଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ ଦେଇଛନ୍ତି। ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନ୍ୟପଟେ, ଦୁର୍ଘଟଣାରେ
ପ୍ରାଣ ହରାଇଥିବା ଲୋକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।

 

The post ମୁମ୍ବାଇରେ ପ୍ରବଳ ବର୍ଷା: ହୋର୍ଡିଂ ପଡି ୪ ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.