ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । କହିଲେ, ସିବିଆଇ ତଦନ୍ତକୁ ଆଗକୁ ନେବେ କି ମୋହନ ସରକାର?

କନକ ବ୍ୟୁରୋ: ନବ ଦାସ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ତାଙ୍କ ଝିଅ ତଥା ପୂର୍ବତନ ବିଧାୟକ ଦୀପାଳି ଦାସ । ମୋହନ ସରକାରକୁ ତେରେଛା ତୀର ମାରିବା ସହ, କିଛି ବିଧାୟକ ତାଙ୍କ ବାପାଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଉଛନ୍ତି, ଯାହାକି ଝିଅ ହିସାବରେ ତାଙ୍କୁ ବାଧୁଛି । ତାଙ୍କ ପରିବାରକୁ ଆକ୍ଷେପ କରାଯାଉଛି ବୋଲି ସେ କହିଛନ୍ତି । ଏହାସହ ମୋହନ ସରକାର ତାଙ୍କ ବାପାଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତକୁ ଆଗକୁ ନେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ତା ସହ ଯେଉଁ ବିଧାୟକମାନେ ତାଙ୍କ ବାପାଙ୍କ ହତ୍ୟାକାଣ୍ଡ କଥା କହୁଛନ୍ତି, ସେମାନେ ତାଙ୍କ ପରିବାର ସହ ଠିଆ ହେବେ କି? ବୋଲି କହିବା ସହ କିଛି ଗଣମାଧ୍ୟମ ମଧ୍ୟ ଏକତରଫା ଖବର ପରିବେଷଣ କରୁଛନ୍ତି ବୋଲି ସେ କହିଛନ୍ତି ।  ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ‘କିଛି ଗଣମାଧ୍ୟମ ଏକତରଫା ଖବର ପରିବେଷଣ କରୁଛନ୍ତି’‘ମୋ ପରିବାର ଉପରେ ଆକ୍ଷେପ କରୁଛନ୍ତି’‘ଝିଅ ହିସାବରେ ମୋତେ ଏହା ବାଧୁଛି’‘କିଛି ବିଜେପି ବିଧାୟକ ବାପାଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଉଛନ୍ତି’‘ବାରମ୍ବାର ମୃତ୍ୟୁ ପ୍ରସଙ୍ଗ ଉଠାଇ ଚାଲିଛନ୍ତି’‘ଏବେ ସେମାନେ ଆମ ପରିବାର ସହ ଠିଆ ହେବେ କି?’… pic.twitter.com/frUv26Th0H — Kanak News (@kanak_news) January 15, 2025

ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । କହିଲେ, ସିବିଆଇ ତଦନ୍ତକୁ ଆଗକୁ ନେବେ କି ମୋହନ ସରକାର?

କନକ ବ୍ୟୁରୋ: ନବ ଦାସ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ତାଙ୍କ ଝିଅ ତଥା ପୂର୍ବତନ ବିଧାୟକ ଦୀପାଳି ଦାସ । ମୋହନ ସରକାରକୁ ତେରେଛା ତୀର ମାରିବା ସହ, କିଛି ବିଧାୟକ ତାଙ୍କ ବାପାଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଉଛନ୍ତି, ଯାହାକି ଝିଅ ହିସାବରେ ତାଙ୍କୁ ବାଧୁଛି । ତାଙ୍କ ପରିବାରକୁ ଆକ୍ଷେପ କରାଯାଉଛି ବୋଲି ସେ କହିଛନ୍ତି । ଏହାସହ ମୋହନ ସରକାର ତାଙ୍କ ବାପାଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତକୁ ଆଗକୁ ନେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ତା ସହ ଯେଉଁ ବିଧାୟକମାନେ ତାଙ୍କ ବାପାଙ୍କ ହତ୍ୟାକାଣ୍ଡ କଥା କହୁଛନ୍ତି, ସେମାନେ ତାଙ୍କ ପରିବାର ସହ ଠିଆ ହେବେ କି? ବୋଲି କହିବା ସହ କିଛି ଗଣମାଧ୍ୟମ ମଧ୍ୟ ଏକତରଫା ଖବର ପରିବେଷଣ କରୁଛନ୍ତି ବୋଲି ସେ କହିଛନ୍ତି ।