ମୂଷା ଅଠାରେ ଲାଖି ଗଲା ନାଗସାପ,ଦେହରେ ନଡ଼ିଆ ତେଲ ଲଗାଇ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ...

ମୂଷାଙ୍କୁ ଖାଇବା ପାଇଁ ଘରେ ପଶି ମୂଷା ଜାଲରେ ଫସିଗଲା ନାଗ ସାପ । ଅଠାରେ ଲାଗିବା ପରେ ଯେତେ ଛଟ ପଟ ହେଲା ସେତେ ଅଧିକ ସେଇ ଅଠା ନାଗ ଦେହରେ ଲାଗିଥିଲା । ଏହାପରେ ସାପଟି ଆଉ ଛଟ ପଟ ହୋଇ ନପାରି ନିସ୍ତେଜ୍ ହୋଇ ପଡ଼ି ରହିଲା । Odisha Bhaskar