ମେଞ୍ଚା ମେଞ୍ଚା ନୀଳ ଡ୍ରମ ଦେଖି ରାଗିଗଲେ ପୋଲିସ ବାବୁ , ଗୋଇଠା ମାରି ମାରି ହୋଇଗଲେ ହାଲିଆ...

ଜଙ୍ଗଲ ଭିତରେ ଚାଲିଥିଲା ମଦ ପ୍ରସ୍ତୁତି। ଖବର ପାଇ ଚଢ଼ାଉ କରିଲା ଅବକାରୀ ବିଭାଗ। ଆଉ ଦେଶୀ ମଦ ଢାଳି ଜଙ୍ଗଲ ଭିତରେ ସୃଷ୍ଟି ହେଲା କୃତ୍ରିମ ବନ୍ୟା। ଏଭଳି ଘଟଣା ଘଟିଛି ଉଦଳା ଅବକାରୀ ବିଭାଗ ...