ମେଡିକାଲକୁ ଆସୁନାହାନ୍ତି ଡାକ୍ତର, ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଚିକିତ୍ସା ,ହନ୍ତ ସନ୍ତ ହେଉଛନ୍ତି ରୋଗୀ
ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଡାକ୍ତର । ୨୮ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୫ ଜଣ ଡାକ୍ତର। ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଚିକିତ୍ସା। ସାଲେପୁର ଓ ତାହାର ଆଖ ପାଖ ଅଞ୍ଚଳର ଜନତାଙ୍କ ଏକ ମାତ୍ର ଭରସା ଥିବା ସ