ମେଡିକାଲର ବିକଳ ଚିତ୍ର, ବାରଣ୍ଡାରେ ଶହ ଶହ ରୋଗୀ

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରଣ୍ଡାରେ ପଡି ଚିକିତ୍ସିତ ହେଉଛନ୍ତି ଶହ ଶହ ରୋଗୀ । ଦୁଃଖ ଏତିକିରେ ସରିନାହିଁ, ଜିଲ୍ଲାରେ ଟେକ୍ନିସିଆନ, ସର୍ଜରୀ ଏବଂ ଆନାସ୍ଥେସିଆ ଭଳି ଡାକ୍ତରଙ୍କ ଅଭାବ ଫଳରେ ସାମାନ୍ୟ ରୋଗିକୁ ରେଫର୍ କରାଯାଉଛି ସହ ସହ ମାଇଲ ଦୂର