ମେଣ୍ଟକୁ ନେଇ ଥମୁନି ଚର୍ଚ୍ଚା, ନବୀନ ନିବାସରେ ପୁଣି ବସିଲା ବୈଠକ
ଭୁବନେଶ୍ୱର,୧୮ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ରାଜ୍ୟରେ ଚର୍ଚ୍ଚା ଥମି ନ ଥିବା ବେଳେ ସୋମବାର ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ର ନେତା ଏବଂ ବିଧାୟକଙ୍କ ପୁଣି ଏକ ବୈଠକ ବସିଛି। ବିଧାୟକ ଏବଂ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କୁ ନେଇ ଉକ୍ତ ବୈଠକ ବସିଛି। ଏହି ବୈଠକରେ ସଞ୍ଜୟ ଦାସ ବର୍ମା, ରୁଦ୍ର ମହାରଥୀ, ଅରୁଣ ସାହୁ, ଶୁଭାଶିଷ ଖୁଣ୍ଟିଆ, ପ୍ରଣବ ପ୍ରକାଶ ଦାସ, ଉମା ସାମନ୍ତରାୟ, ସତ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆଶାୟୀ ପ୍ରାର୍ଥୀ […] The post ମେଣ୍ଟକୁ ନେଇ ଥମୁନି ଚର୍ଚ୍ଚା, ନବୀନ ନିବାସରେ ପୁଣି ବସିଲା ବୈଠକ appeared first on Dharitri Odia News.
ଭୁବନେଶ୍ୱର,୧୮ା୩: ବିଜେଡି-ଭାଜପା ମେଣ୍ଟକୁ ନେଇ ରାଜ୍ୟରେ ଚର୍ଚ୍ଚା ଥମି ନ ଥିବା ବେଳେ ସୋମବାର ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ର ନେତା ଏବଂ ବିଧାୟକଙ୍କ ପୁଣି ଏକ ବୈଠକ ବସିଛି। ବିଧାୟକ ଏବଂ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକଙ୍କୁ ନେଇ ଉକ୍ତ ବୈଠକ ବସିଛି। ଏହି ବୈଠକରେ ସଞ୍ଜୟ ଦାସ ବର୍ମା, ରୁଦ୍ର ମହାରଥୀ, ଅରୁଣ ସାହୁ, ଶୁଭାଶିଷ ଖୁଣ୍ଟିଆ, ପ୍ରଣବ ପ୍ରକାଶ ଦାସ, ଉମା ସାମନ୍ତରାୟ, ସତ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆଶାୟୀ ପ୍ରାର୍ଥୀ ତାଲିକା ନେଇ ଏହି ବୈଠକ ବସିଛି।
The post ମେଣ୍ଟକୁ ନେଇ ଥମୁନି ଚର୍ଚ୍ଚା, ନବୀନ ନିବାସରେ ପୁଣି ବସିଲା ବୈଠକ appeared first on Dharitri Odia News.