ମୋ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ
ପୁଣି ମୋ ବସର ବେପରୁଆ ଗାଡି ଚାଳନା ତମାଣ୍ଡୋ ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା ମହିଳାଙ୍କୁ ଧକ୍କା ଦେଲା ମୋ ବସ୍... The post ମୋ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ appeared first on .
ପୁଣି ମୋ ବସର ବେପରୁଆ ଗାଡି ଚାଳନା
ତମାଣ୍ଡୋ ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା
ମହିଳାଙ୍କୁ ଧକ୍କା ଦେଲା ମୋ ବସ୍
ମୋ ବସ ଧକ୍କାରେ ମହିଳାଙ୍କ ମୃତ୍ୟୁ
ଦୁର୍ଘଟଣା ପରେ ମହିଳାଙ୍କୁ ଘୋଷାଡ଼ି ନେଲା ମୋ ବସ
ସେପଟେ ପୁଣି ଆକ୍ରୋସର ଶିକାର ହେଲା ମୋ ବସ । ବେପରୁଆ ଗାଡିଚାଳନା ପାଇଁ ବସକୁ ଢେଲା ପଥର ମାଡ଼ ହୋଇଛି। ରଣକ୍ଷେତ୍ର ପାଲଟିଲା ଶ୍ରୀୟା ଛକ । ନନ୍ଦିଘୋଷ ଟିଭି ହାତରେ ଲାଗିଛି exclusive ଭିଜୁଆଲ । ପ୍ରାୟ ଅଧଘଣ୍ଟା ଧରି ବସ ଅଟକାଇବା ପରେ ସ୍ୱାଭାବିକ ହୋଇଥିଲା ବସ ଚଳାଚଳ। ଖବର ପାଇ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ବସ ଡ୍ରାଇଭର ସହ ବସକୁ ଅଟକ ରଖିଛି ଖାରବେଳନଗର ପୋଲିସ।
The post ମୋ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ appeared first on .