ମୋ ଆଖି ଆଗରେ ମୋ ସ୍ୱାମୀକୁ ମାରିଦେଲ

ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପ୍ରଥମେ ଗୁଳି କରିବା ପରେ ଗୋଡେଇ ଗୋଡେଇ ପଥରରେ ଛେଚି ହତ୍ୟା କରିଛନ୍ତି। ଢ଼େଙ୍କାନାଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା।

ମୋ ଆଖି ଆଗରେ ମୋ ସ୍ୱାମୀକୁ ମାରିଦେଲ
Array