ମୋ ଝିଅ ଶିକ୍ଷିତ ସିଆଣିଆ, ସେ କେବେ ଛାତରୁ ଡେଇଁ ନଥିବ। Woman death at OYO hotel in Jagamara, bbsr.
ମୋ ଝିଅ ଶିକ୍ଷିତ ସିଆଣିଆ, ସେ କେବେ ଛାତରୁ ଡେଇଁ ନଥିବ। ଝିଅ ଓ ବିଭୂତି ସାଙ୍ଗହେଇ ରହୁଥିଲେ, ବର୍ଷେହେବ ଝିଅ କହିଥିଲା ସମ୍ପର୍କ ବିଷୟରେ। ୧୨ଟା ବେଳେ ବିଭୁ କହିଲା ଝିଅ ଆଉ ନାହିଁ! ରାଜଧାନୀ ରେ ଅଭାବନୀୟ ଘଟଣା. ଓୟୋ ହୋଟେଲ ରେ ଯୁବତୀଙ୍କ ସ