ମୋ ପୁଅକୁ କିଏ ଦେଖିଛ , ୭ ଦିନ ହେଲା ପୁଅକୁ ପାଉନି ! 13-Year-Old Boy Goes Missing In Palasuni ,BBSR
ମୋ ପୁଅକୁ କିଏ ଦେଖିଛ , ୭ ଦିନ ହେଲା ପୁଅକୁ ପାଉନି ! ଲୁହ ଝରେଇ କାନ୍ଦୁଛି ମା । କୋଳକୁ କେବେ ଫେରିବ ଛୁଆ ସେ କଥା ପଚାରୁଛି । ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରେ ରହୁଥିବା ପଙ୍କଜିନି ସାହୁ ଓ ଦାଶରଥି ସାହୁଙ୍କ ୧୩ ବର୍ଷର ପୁଅ ବିଜ୍ଞାନ ସାହୁ ।