'ମୋ ପୁଅକୁ ଫସେଇ ଦିଆଯାଇଛି'
ଦେଶକୁ ଦୋହଲାଇ ଦେଇଥିବା କୋଲକତା ହରର ଘଟଣାର ତଦନ୍ତ ଯେତିକି ବଢ଼ୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି।
ଦେଶକୁ ଦୋହଲାଇ ଦେଇଥିବା କୋଲକତା ହରର ଘଟଣାର ତଦନ୍ତ ଯେତିକି ବଢ଼ୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ମା'ଙ୍କ ପ୍ରତିକ୍ରିୟା। କହିଲେ, ମୋ ପୁଅ ବହୁତ ଭଲ। ମୋ ପୁଅ କେବେ ଏମିତି ଦୁଷ୍କର୍ମ କରିନଥିବ । ମୋ ପୁଅକୁ ଫସେଇ ଦିଆଯାଇଛି। ସଞ୍ଜୟର ୪ଟା ବିବାହକୁ ନେଇ ମଧ୍ୟ କହିଲେ ବଡ଼ କଥା ।