ମୋ ବସ୍ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ; ବସ୍ ଷ୍ଟପେଜକୁ ନେଇ ବିବାଦ

କନକ ବ୍ୟୁରୋ: ମୋ ବସ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ। ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା ମିଳିଛି। ମୋ ବସ୍ ଡ୍ରାଇଭରଙ୍କୁ ନିର୍ଦ୍ଧୁମ ମାଡ ମାରିଛନ୍ତି। ପରେ ସ୍ଥାନୀୟ ଲୋକ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ସେଠାରୁ ଚାଲିଯାଇଥିଲେ। ରେଳ ଷ୍ଟେସନ ନିକଟରେ ଷ୍ଟପେଜକୁ ନେଇ ମାଡ଼ ମରାଯାଇଥିବା ସନ୍ଦେହ କରାଯାଉଛି। ଏନେଇ ଜିଆରପି ଥାନାରେ ଅଭିଯୋଗ ହୋଇଛି।