ମୋ ବସ୍‌ରୁ ଗିରଫ ହେଲେ ମହିଳା ଲୁଟେରା ଗ୍ୟାଙ୍ଗ

ଛତିଶଗଡ଼ର ୩ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ।

ମୋ ବସ୍‌ରୁ ଗିରଫ ହେଲେ ମହିଳା ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱରରେ ମୋ ବସରୁ ଲୁଟ୍ କରୁଥିବା ମହିଳା ଗ୍ୟାଙ୍ଗ ଗିରଫ। ଛତିଶଗଡ଼ର ୩ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ। ସେମାନଙ୍କ ନିକଟରୁ ୨୩ ହଜାର ଟଙ୍କା ଜବତ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ।