ମୋଦିଙ୍କ ଦୁଇ ଘଣ୍ଟିଆ ପାଠଶାଳା, ରାଜ୍ୟ ବିଜେପିକୁ ଦେଇଛି ବଳ

ବିଜେଡି ସମନ୍ୱୟ କମିଟି ମୁଖ୍ୟ ଦେବୀ ମିଶ୍ରଙ୍କୁ ଚକମା ଦେଇ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷଙ୍କୁ ଦଳକୁ ଆଣିଛି ବିଜେପି।

ମୋଦିଙ୍କ ଦୁଇ ଘଣ୍ଟିଆ ପାଠଶାଳା, ରାଜ୍ୟ ବିଜେପିକୁ ଦେଇଛି ବଳ

ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ତିନି ଦିନିଆ ଓଡ଼ିଶା ରହଣି ଆଉ ମୋଦିଙ୍କ ଦୁଇ ଘଣ୍ଟିଆ ପାଠଶାଳା। ରାଜ୍ୟ ବିଜେପିକୁ ଦେଇଛି ବଳ। ଏକ ଅଲଗା ପ୍ରକାର ଉତ୍ସାହ ସହ ଆଗ୍ରେସିଭ୍ ମୁଡ୍‌ରେ ଦଳ। ଆଜି ବିଜେଡି ସମନ୍ୱୟ କମିଟି ମୁଖ୍ୟ ଦେବୀ ମିଶ୍ରଙ୍କୁ ଚକମା ଦେଇ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷଙ୍କୁ ଦଳକୁ ଆଣିଛି ବିଜେପି।